ଓଡିଶା

odisha

ETV Bharat / state

ଅଯଥାରେ ଡାକ୍ତରଖାନାରେ ଜମାନ୍ତୁ ନାହିଁ ଭିଡ

ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଡାକ୍ତରଖାନାରେ ଭିଡ ନ ଜମେଇବାକୁ ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ ଅଯାଥାରେ ଭିଡ ଜମାନ୍ତୁ ନାହିଁ
ଡାକ୍ତରଖାନାରେ ଅଯାଥାରେ ଭିଡ ଜମାନ୍ତୁ ନାହିଁ

By

Published : Apr 6, 2020, 1:49 PM IST

Updated : Apr 6, 2020, 2:02 PM IST

ଅନୁଗୋଳ: ସାଧାରଣ ଦେହ ଖରାପ ଥିଲେ ଡାକ୍ତରଖାନାକୁ ଆସନ୍ତୁ ନାହିଁ । ଘରେ ରହି ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଯୋଗଯୋଗ କରି ପରାମର୍ଶ ନିଅନ୍ତୁ । ଏନେଇ ବିଶେଷଜ୍ଞ ଡାକ୍ତରମାନଙ୍କର ଟେଲି ଫୋନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି ହୋଇଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଏହି ପଦକ୍ଷେପ ଆପଣେଇଛି ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଡାକ୍ତରଖାନାରେ ଅଯାଥାରେ ଭିଡ ଜମାନ୍ତୁ ନାହିଁ

ରାଜ୍ୟରେ ଧୀରେ ଧୀରେ କୋରୋନା ଆକ୍ରାନ୍ତଙ୍କରେ ବୃଦ୍ଧି ଘଟୁଛି । ଏଭଳି ସ୍ଥିତିରେ ଏହାକୁ କିପରି ନିୟନ୍ତ୍ରଣ କରାଯିବା ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାରେ ଭିଡ ନ ଜମେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସକାଳ 8 ଟାରୁ ଦିନ 12 ଟା ମଧ୍ୟରେ ଫୋନ କରି ପରାମର୍ଶ ନେଇପାରିବେ ଅସୁସ୍ଥ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 6, 2020, 2:02 PM IST

ABOUT THE AUTHOR

...view details