ଅନୁଗୋଳ: ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ହିନ୍ଦୁ ସଂଗଠନ । ଆଜି ଦିନସାରା ଜିଲ୍ଲାବ୍ୟାପୀ ଏହି ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ - ram janmabhumi
ରାମ ମନ୍ଦିର ଭୂମି ପୂଜା କାର୍ଯ୍ୟ ସମ୍ମନ୍ନ ହେବା ପରେ ଅନୁଗୋଳରେ ଦୀପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦ, ଆରଏସଏସ ଓ ବିଜେପିର ସଦସ୍ୟମାନେ ଏହି ସାମୂହିକ ଦୀପ ଦାନରେ ନିଜକୁ ସାମିଲ କରିଥିଲେ । ଅଧିକ ପଢନ୍ତୁ...
![ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ](https://etvbharatimages.akamaized.net/etvbharat/prod-images/768-512-8309737-thumbnail-3x2-anu.jpg)
ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ
ରାମ ମନ୍ଦିର ଭୂମି ପୂଜା ପାଇଁ ଅନୁଗୋଳରେ ଦୀପଦାନ
ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅନୁଗୋଳରେ ସାମୂହିକ ଦୀପ ଦାନ । ବୁଧବାର ରାମ ମନ୍ଦିର ଭୂମି ପୂଜା କରାଯାଇ ଥିବାବେଳେ ଏଥି ପାଇଁ ସାରା ଦେଶ ଉତ୍ସବ ମୁଖରିତ ହୋଇ ଉଠିଛି । ଏହି ଦିନକୁ ମନେ ରଖିବା ପାଇଁ ଅନୁଗୋଳ ସହରରେ ଅନେକ ସଂଗଠନ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମୂହିକ ଦୀପ ଦାନ କରିଥିଲେ । ବିଶେଷ କରି ବିଶ୍ବହିନ୍ଦୁ ପରିଷଦ, ଆରଏସଏସ ଓ ବିଜେପିର ସଦସ୍ୟମାନେ ଏହି ସାମୂହିକ ଦୀପ ଦାନରେ ନିଜକୁ ସାମିଲ କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ