ଅନୁଗୋଳ: ବଢୁଛି କୋଭିଡ-19 ଭୟ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଆପଣାଉଛି ନୂଆ ନୂଆ ପଦକ୍ଷେପ । ସବୁ ପ୍ରୟାସ ବ୍ୟର୍ଥ ହେବା ପରେ ଅନୁଗୋଳ ସହର ମଝିରେ ବାଡ଼ ବସାଇଛି ପ୍ରଶାସନ । ଭିଡ଼ କମାଇବାକୁ ଅନୁଗୋଳ ସହର ବିଭିନ୍ନ ଛକରେ ବ୍ୟାରିକେଡ ଲଗାଇଛି ।
ଭିଡ଼ କମାଇବାକୁ ପଦକ୍ଷେପ, ସହର ମଝିରେ ବ୍ୟାରିକେଡ ବସାଇଲା ପ୍ରଶାସନ - ଅନୁଗୋଳ ପ୍ରଶାସନର ନିଆରା ପଦକ୍ଷେପ
ଅନୁଗୋଳ ପ୍ରଶାସନର ନିଆରା ପଦକ୍ଷେପ । ସଂକ୍ରମଣକୁ ରୋକିବା ପାଇଁ ସହର ମଝିରେ ବସାଇଲା ବ୍ୟାରିକେଡ। ଅଧିକ ପଢନ୍ତୁ...
ଭିଡ଼ କମାଇବାକୁ ପଦକ୍ଷେପ,ସହର ଭିତରେ ବାଡ ବସାଇଲା ପ୍ରଶାସନ
ଭିଡ଼ କମାଇବାକୁ ପଦକ୍ଷେପ, ସହର ମଝିରେ ବ୍ୟାରିକେଡ ବସାଇଲା ପ୍ରଶାସନ
ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆ ଯାଇଛି । ଗୁରୁବାର ଅନୁଗୋଳ ସହାରାଞ୍ଚଳରୁ 5 ନୂଆ ପଜେଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 245 ଛୁଇଁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ