ଓଡିଶା

odisha

ETV Bharat / state

ଅନୁଗୋଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ - କୋରୋନା ସଂକ୍ରମଣ

ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ଶନିବାର ରବିବାର ସଡ଼ଡାଉନ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ
ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

By

Published : Jul 4, 2020, 12:22 AM IST

Updated : Jul 4, 2020, 2:27 AM IST

ଅନୁଗୋଳ: ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ଶନିବାର ରବିବାର ସଡ଼ଡାଉନ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଶୁକ୍ରବାର ଜିଲ୍ଲାରେ 24 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ କୋରୋନା ପଜିଟିଭ ସଂଖ୍ୟା 96କୁ ବୃଦ୍ଧି ପାଇଛି ।

ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ
ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଘରୋଇ ଶିଳ୍ପ ସଂସ୍ଥାର କର୍ମଚାରୀ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିୂବା ସୂଚନା ମିଳିଛି । ଆକ୍ରାନ୍ତ ମାନେ ସଙ୍ଗରୋଧ କେନ୍ଦ୍ରରେ ତଥା ପେଡ଼ କ୍ବାରେଣ୍ଟାଟାଇନରେ ରହିଥିବା ବେଳେ ସେମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନୁଗାଳରେ ବଢୁଛି କୋରୋନା ସଂକ୍ରମଣ, ଶନିବାର ରବିବାର ସଡ଼ଡାଉନ

ଅନୁଗୋଳ ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା । ଗୁରୁବାର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଥିବା ବେଳେ ଶୁକ୍ରବାର ୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି। ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଭିଡ଼ିଓ ସହ ପ୍ରେସ ଇସ୍ତାହାର ମଧ୍ୟ ଜାରି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 4, 2020, 2:27 AM IST

ABOUT THE AUTHOR

...view details