ଅନୁଗୋଳ: ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରିଛି ମହିଳା କଂଗ୍ରେସ । ଏହି ମର୍ମରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ଦଳ ।
ଅବକାରୀ ନୀତି ବିରୋଧରେ ଜିଲ୍ଲାପାଳଙ୍କୁ ମହିଳା କଂଗ୍ରେସର ସ୍ମାରକପତ୍ର ପ୍ରଦାନ - ବିଧାନସଭା ଗୃହ କମିଟି
ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ମହିଳା କଂଗ୍ରେସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଯେଭଳି ଭାବେ ବିଧାନସଭା ଗୃହ କମିଟି ଅଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୃରସ୍କୃତ କରିବାକୁ କରିଥିବା ସୁପାରିଶକୁ ବିରୋଧ କରିଛି ମହିଳା କଂଗ୍ରେସ । ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଅଧକ୍ଷା ସସ୍ମିତା ବେହେରାଙ୍କ ନେତୃତ୍ବରେ ଏହାର ବିରୋଧ କରାଯାଇ ଅନୁଗୋଳ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ