ଅନୁଗୋଳ : ପୌର ପ୍ରଚାର ଶେଷ ହେବାକୁ ଆହୁର ଗୋଟିଏ ଦିନ ବାକି ଥିବାବେଳେ ଆଜି(ସୋମବାର) ପ୍ରଚାରକୁ ବେଶ ଜୋର କରିଛି କଂଗ୍ରେସ। ଅନୁଗୋଳ ପୌର ପାଳିକାର କଂଗ୍ରେସ ଶୋଭାଯାତ୍ରା କରି ଲୋକଙ୍କୁ ଭୋଟ ମାଗିଛି। ପ୍ରଚାରକୁ ଜୋର କରିଛନ୍ତି ନିଜେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା ।
Municipal Elections: ଶୋଭାଯାତ୍ରା କରି ଭୋଟ ମାଗୁଛି କଂଗ୍ରସ - ପୌର ନିର୍ବାଚନ ୨୦୨୨
ପୌର ପ୍ରଚାର ଶେଷ ହେବାକୁ ଆହୁର ଗୋଟିଏ ଦିନ ବାକି ଥିବାବେଳେ ଆଜି (ସୋମବାର) ପ୍ରଚାରକୁ ବେଶ ଜୋର କରିଛି କଂଗ୍ରେସ । ଅନୁଗୋଳ ପୌର ପାଳିକାର କଂଗ୍ରେସ ଶୋଭାଯାତ୍ରା କରି ଲୋକଙ୍କୁ ଭୋଟ ମାଗିଛି। ପ୍ରଚାରକୁ ଜୋର କରିଛନ୍ତି ନିଜେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା । ଅଧିକ ପଢନ୍ତୁ

Municipal Elections: ଅନୁଗୋଳରେ ଶୋଭାଯାତ୍ରା କରି ଭୋଟ ମାଗୁଛି କଂଗ୍ରସ
Municipal Elections: ଅନୁଗୋଳରେ ଶୋଭାଯାତ୍ରା କରି ଭୋଟ ମାଗୁଛି କଂଗ୍ରସ
ଦଳୀୟ ଚେୟାମ୍ୟାନ ପ୍ରାର୍ଥୀ ବଲବିର ସିଂ ଓ କାଉନସିଲରଙ୍କ ପାଇଁ ଭୋର୍ଟ ମାଗିଛନ୍ତି ବିପ୍ଳବ । ପ୍ରାର୍ଥୀମାନେ ଘରକୁ ଘର ଯାଇ ଲୋକଙ୍କୁ ଭେଟି କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଛନ୍ତି। କଂଗ୍ରେସର କହିବା କଥା ଦୀର୍ଘ 20 ବର୍ଷରୁ ଅଧିକ ଦିନ ଅନୁଗୋଳ ପୌର ପାଳିକାରେ ଲୋକେ କଂଗ୍ରେସକୁ ଭରସା କରିଥିଲେ। ଲୋକଙ୍କ ଭରସା କଂଗ୍ରେସ ଉପରେ ଅଛି ।ତେଣୁ ଏ ପୌର ନିର୍ଵାଚନରେ କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା କହିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ