ଅନୁଗୋଳ : ସିଟୁ ଶ୍ରମିକ ସଂଗଠନର ପ୍ରତିବାଦ । ଅନୁଗୋଳରେ ଜିଲ୍ଲାରେ ଥିବା କାର୍ଯ୍ୟାଳୟରେ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ 12 ଘଣ୍ଟା କାର୍ଯ୍ୟ କରିପାରିବେ ବୋଲ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି । 12 ନୁହଁ ଶ୍ରମିକଙ୍କୁ 8 ଘଣ୍ଟା କାମ କରାଇବାକୁ CITUର ଦାବି କରିଛି ।
12 ଘଣ୍ଟା ନୁହଁ ଶ୍ରମିକଙ୍କୁ 8 ଘଣ୍ଟା କାମ କରାଇବାକୁ CITUର ଦାବି
12 ନୁହଁ ଶ୍ରମିକ ଙ୍କୁ 8 ଘଣ୍ଟା କାମ କରାଇବାକୁ CITUର ଦାବି । ଅନୁଗୋଳ କାର୍ଯ୍ୟାଳୟରେ ସଂଗଠନ ପକ୍ଷରୁ କରାଯାଇଛି ପ୍ରତିବାଦ। ଅଧିକ ପଢନ୍ତୁ....
12 ଘଣ୍ଟା ନୁହଁ ଶ୍ରମିକଙ୍କୁ 8 ଘଣ୍ଟା କାମ କରାଇବାକୁ ସିଟୁର ଦାବି
ସିଆଇଟୁୟୁ ଦାବି କରିଛି ଯେ କୋରୋନାକୁ ନେଇ ଦେଶରେ ଯେଉଁଭଳି ପରିସ୍ଥିତି ଉପୁଜିଛି ଏହି କ୍ଷେତ୍ରରେ ଶ୍ରମିକମାନକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉ । ଶ୍ରମିକଙ୍କୁ ଅଧିକ କାର୍ଯ୍ୟ ନ କରିବାକୁ CITU ପକ୍ଷରୁ ଦାବି କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ