ଅନୁଗୋଳ: ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ। ସାଂସ୍କୃତିକ ଅନୁଷ୍ଠାନ କଳାକାର ଚଳିତ ଥର ୩୪ତମ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରିଛି । ଆସନ୍ତା କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ।
ଆରମ୍ଭ ହେଲା ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ - ଅନୁଗୋଳ
4ଦିନ ବ୍ୟାପୀ ଚାଲିବ ୩୪ତମ ବୋଇତ ବନ୍ଦାଣ ଉତ୍ସବ। ଏହି ଅବସରରେ ବିଭନ୍ନ ସାଂସ୍କୃତିକ ପ୍ରତିଯୋଗୀତା ଆୟୋଜିତ ହେବ ।

anugul
ଏହି ଅବସରରେ ବିଭନ୍ନ ସାଂସ୍କୃତିକ ପ୍ରତିଯୋଗୀତାମାନ ଆୟୋଜନ କରାଯିବ । 4ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବକୁ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଓ ସଂସ୍କୃତିକ ଅଧିକାରୀ ଉଦ୍ଘାଟନ କରିଛନ୍ତି। ଶେଷ ସନ୍ଧ୍ୟାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।
୩୪ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ