ଅନୁଗୋଳ: କୋରୋନା ଭୟରେ ବାପର ମୃତଦେହ ପୁଅ ପାଇଁ ହୋଇଗଲା ଅଲୋଡା । ଏଭଳି ସମୟରେ ବିଜୁ ଯୁବବାହିନୀର ସଦସ୍ୟ ମୃତଦେହ ସଂସ୍କାର କରିଛନ୍ତି ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଚିକିତ୍ସା ଧୀନ ଅବସ୍ଥାରେ ଜଣେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସାନ ପୁଅ କୋରୋନା ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଛନ୍ତି । ଅନ୍ୟପଟେ ବଡ ପୁଅ ବାପାଙ୍କ ମୃତଦେହ ନେବାକୁ ଆସିନଥିଲେ ।