ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ 2 ଭାଇ ଗୁରୁତର

ଦେବଗଡ ଜିଲ୍ଲାରେ ଭାଲୁ ଆତଙ୍କ । ବାରକୋଟ ଥାନା ଅଞ୍ଚଳରେ ଆଜି(ଶନିବାର) ଭାଲୁ ଆକ୍ରମଣର ଶିକାର ହୋଇ 2 ଭାଇ ଅନୁଗୋଳ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

By

Published : Jun 15, 2019, 12:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରେଙ୍ଗାଲୀ ଗାଁରେ ଭାଲୁ ଆକ୍ରମଣ । ଶୌଚ ପାଇଁ ଯାଇଥିବାବେଳେ 2 ଭାଇ ଆକ୍ରମଣର ଶିକାର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶନିବାର ସକାଳ ସମୟରେ ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଦୁଇ ଭାଇ । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details