ଓଡିଶା

odisha

By

Published : Feb 20, 2022, 9:31 PM IST

ETV Bharat / state

ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଅନୁଗୋଳ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଲୋକଙ୍କ ଆକ୍ରମଣରେ ଦୁଷ୍କର୍ମକାରୀ ଆହତ । ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ତୁକୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢନ୍ତୁ

ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଲୋକଙ୍କ ଆକ୍ରମଣରେ ଦୁଷ୍କର୍ମକାରୀ ଆହତ । ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ତୁକୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ତେବେ ଜଣେ 7 ବର୍ଷୀୟ ନାବାଳିକାକୁ ତୁକୁଡ଼ା ଗାଁର ଶିବ ରଞ୍ଜନ ସାହୁ ନାମକ ଜଣେ ଯୁବକ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝିଅଟି ଏକୁଟିଆ ଖେଳୁଥିବାବେଳେ ଅଭିଯୁକ୍ତ ଶିବ ରଞ୍ଜନ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଆକ୍ରମଣ କରିଥିଲେ ।

ପୁଣି ଲଜ୍ୟା, ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଅନ୍ୟପଟେ ପୋଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details