ଅନୁଗୋଳ: ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ପୁଣି 3 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସମ୍ପର୍କରେ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆକ୍ରାନ୍ତମାନେ କିଶୋର ନଗର ବ୍ଲକ ଅଞ୍ଚଳର । ସେମାନଙ୍କ ମଧ୍ୟରୁ ଜଣେ ୨୧ ବର୍ଷିୟା ଯୁବତୀ ଅଛନ୍ତି । ସେ ଗୁଜରାଟରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ଥିଲେ ।