ଓଡିଶା

odisha

ETV Bharat / state

ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ - nalco news

ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ । ଇଞ୍ଜିନ ସହ ଚାରୋଟି ଟ୍ୟାଙ୍କର ହୋଇଛି ଲାଇନଚ୍ୟୁତ । ଅଧିକ ଖବର ପଢନ୍ତୁ...

ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ
ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ

By

Published : Dec 11, 2019, 10:34 AM IST

ଅନୁଗୋଳ: ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ । ଇଞ୍ଜିନ ସହ ଚାରୋଟି ଟ୍ୟାଙ୍କର ହୋଇଛି ଲାଇନଚ୍ୟୁତ । ଅନୁଗୋଳ ଜିଲ୍ଲା ଗୋତମର କମନ ପଏଣ୍ଟ ନିକଟରେ ଏହି ଟ୍ରେନ ଲାଇନଚ୍ୟୁତ ହୋଇଛି । ଇଞ୍ଜିନ ସହ ଚାରୋଟି ଆଲୁମିନା ବୋଝେଇ ଟ୍ୟାଙ୍କର ମଧ୍ୟ ଲାଇନଚ୍ୟୁତ ହୋଇଛି ।

ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ

ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ନାଲକୋ ରେଲ ଡିପାର୍ଟମେଣ୍ଟ ପକ୍ଷରୁ ଇଞ୍ଜିନକୁ ପୁଣି ଟ୍ରାକକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଟ୍ରାକରେ ଟ୍ରେନଟି ରହିଥିବାରୁ ନାଲକୋକୁ ଆସୁଥିବା ଅନ୍ୟ ଟ୍ରେନ ଆସିପାରୁ ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details