ଅନୁଗୋଳ: ବେକାରୀ ସମସ୍ୟା ସହ ଅନୁଗୋଳ ଜିଲ୍ଲା ବିଭିନ୍ନ ସମସ୍ୟା ନେଇ AIDYO ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସଂଗଠନର ଶତାଧିକ କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।
ବେକାରୀଙ୍କୁ ନିଯୁକ୍ତି ଦାବିରେ AIDYOର ପ୍ରତିବାଦ
ବେକାରୀ ସମସ୍ୟା ସହ ଅନୁଗୋଳ ଜିଲ୍ଲା ବିଭିନ୍ନ ସମସ୍ୟା ନେଇ AIDYO ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ
ବେକାରୀଙ୍କୁ ନିଯୁକ୍ତି ଦାବିରେ AIDYO ପ୍ରତିବାଦ
ଶିଳ୍ପ ଜିଲ୍ଲାରେ ବଢୁଛି ବେକାରୀ ସମସ୍ୟା । ତେଣୁ ଜିଲ୍ଲାରେ ଗଢିଉଠୁଥିବା ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହା ବ୍ୟତୀତ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ସହ ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି ହୋଇଛି । ଏନେଇ ବିକ୍ଷୋଭକାରୀମାନେ ଅଲ୍ ଇଣ୍ଡିଆ ୟୁଥ୍ ଅର୍ଗାନାଇଜେସନ ସଦସ୍ୟ ପ୍ରତିବାଦ କରିଛନ୍ତି ।
ଇଟିଭି ଭାରତ , ଅନୁଗୋଳ