ଓଡିଶା

odisha

ETV Bharat / state

ଟ୍ରକ ଟାୟାର ଫାଟି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଟ୍ରକର ଟାୟାର ଫାଟି ଯୁବକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି । ଅଧିକ ପଢନ୍ତୁ...

By

Published : Jun 6, 2021, 8:44 PM IST

Updated : Jun 19, 2021, 4:33 PM IST

ଟ୍ରକ ଟାୟାର ଫାଟି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ
ଟ୍ରକ ଟାୟାର ଫାଟି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଅନୁଗୋଳ: ଟ୍ରକର ଟାୟାର ଫାଟି ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ । ଆଉ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପାଲଲହଡ଼ା ମୁକ୍ତାପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଟ୍ରକ ଟାୟାର ଫାଟି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଅନୁଗୋଳ ଜିଲ୍ଲା 49 ନଂ ଜାତୀୟ ରାଜପଥର ପାଲଲହଡା ମୁକ୍ତାପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ପିକଅପ ଭ୍ୟାନ ସହ ଟ୍ରକର ସାମ୍ନାସାମ୍ନି ଧକ୍କା ହେବା ଫଳରେ ପିକ୍ଅପ ଡାଲାରେ ବସିଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମୃତ ଶ୍ରମିକ ଜଣକ ହେଉଛନ୍ତି ଧୂଳିଆ ମୁଖୀ । ମିଳିଥିବା ସୂଚନାନୁସାରେ ଟ୍ରକର ଟାୟାର ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 19, 2021, 4:33 PM IST

ABOUT THE AUTHOR

...view details