ଅନୁଗୋଳରେ ଫାଙ୍କା ଗୁଳିଚାଳନା; 2 ଗିରଫ, ଜଣେ ଫେରାର - ଅନୁଗୋଳ ଖବର
![ଅନୁଗୋଳରେ ଫାଙ୍କା ଗୁଳିଚାଳନା; 2 ଗିରଫ, ଜଣେ ଫେରାର ଅନୁଗୋଳରେ ଫାଙ୍କା ଗୁଳିଚାଳନା](https://etvbharatimages.akamaized.net/etvbharat/prod-images/768-512-10864632-thumbnail-3x2-loa.jpg)
ଅନୁଗୋଳରେ ଫାଙ୍କା ଗୁଳିଚାଳନା
11:56 March 04
ଅନୁଗୋଳରେ ଫାଙ୍କା ଗୁଳିଚାଳନା । 2 ଗିରଫ, ଜଣେ ଫେରାର ।
ଅନୁଗୋଳ: ବଅଁରପାଳ ଅଞ୍ଚଳରେ ଅପରାଧୀଙ୍କ ୩ ରାଉଣ୍ଡ ଗୁଳି ଚାଳନା । ଏକ ବିବାହ ଉତ୍ସବ ସମୟରେ ଗାଡି ପାର୍କିଂକୁ ନେଇ ଗୁଳିକାଣ୍ଡ ଘଟିଥିବା ସୂଚନା । ବୁଧବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ପୋଲିସ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଛି। ଘଟଣାକୁ ନେଇ ଭୟଭୀତ ଅଞ୍ଚଳବାସୀ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Mar 4, 2021, 12:15 PM IST