ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ରେ ଗୁରୁବାର ସକାଳ ଭାରତ ପାଇଁ ବିଜୟର ସକାଳ ହୋଇଛି । ହକି, ବ୍ୟାଡମିଣ୍ଟନ, ତୀରନ୍ଦାଜ ପରେ ବକ୍ସର ସତୀଶ କୁମାର ବିଜୟୀ । ୯୧ କିଲୋଗ୍ରାମ ପ୍ରି-କ୍ବାର୍ଟରଫାଇନାଲରେ ଜାମାଇକାର ରିଚାର୍ଡୋ ବ୍ରୋୱନଙ୍କୁ ହରାଇଛନ୍ତି ସତୀଶ ।
Tokyo Olympics: ବକ୍ସିଂ କ୍ବାର୍ଟର-ଫାଇନାଲରେ ସତୀଶ କୁମାର - ଟୋକିଓ ଅଲମ୍ପିକ୍ ନ୍ୟୁଜ
ପ୍ରି-କ୍ବାର୍ଟରଫାଇନାଲ ମ୍ୟାଚରେ ଜାମାଇକାର ରିଚାର୍ଡୋ ବ୍ରୋୱନଙ୍କୁ ହରାଇଲେ ବକ୍ସର ସତୀଶ କୁମାର । ଅଧିକ ପଢନ୍ତୁ....

Tokyo Olympics: ଜାମାଇକାର ରିଚାର୍ଡୋ ବ୍ରୋୱନଙ୍କୁ ହରାଇଲେ ବକ୍ସର ସତୀଶ କୁମାର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 29, 2021, 10:04 AM IST