ଟୋକିଓ: ଭାରତୀୟ ବ୍ୟାଡମିଣ୍ଟନ ଯୁଗଳ ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ନିରାଶ । ଟୋକିଓ ଅଲମ୍ପିକର ପୁରୁଷ ଯୁଗଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଇଣ୍ଡୋନେସିଆ ଖେଳାଳିଙ୍କ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ।
Tokyo Olympics, Day 4: ବ୍ୟାଡମିଣ୍ଟନ-ପୁରୁଷ ଯୁଗଳରେ ହାରିଲା ଭାରତ - ଟୋକିଓ ଅଲମ୍ପିକ ନ୍ୟୁଜ
ଟୋକିଓ ଅଲମ୍ପିକର ପୁରୁଷ ଯୁଗଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଇଣ୍ଡୋନେସିଆ ଖେଳାଳିଙ୍କ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ । ଅଧିକ ପଢନ୍ତୁ...
Tokyo Olympics, Day 4: ବ୍ୟାଡମିଣ୍ଟନ-ପୁରୁଷ ଯୁଗଳରେ ହାରିଲା ଭାରତ
ଇଣ୍ଡୋନେସିଆର ମାର୍କସ ଜିଡେନ ଓ କେଭିନ ସୁକାମୁଲଜୋଙ୍କ ଠାରୁ 21-13, 21-12 ସେଟ୍ରେ ହାରିଲେ, ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ