ଟୋକିଓ:ଅଲମ୍ପିକର ତୃତୀୟ ଦିନରେ ସୁଟିଂ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡିଛି । ପୁରୁଷ ୧୦ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଛନ୍ତି ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପାନୱାର ।
Tokyo Olympics, Day 3: ସୁଟିଂ- ମେଡାଲ ରାଉଣ୍ଡରୁ ଦୀପକ, ଦିବ୍ୟାଂଶ ବାଦ୍ - ଟୋକିଓ ଅଲମ୍ପିକ୍ ୨୦୨୧
ପାନୱାର ୬୨୨.୮ ଚୁଡାନ୍ତ ସ୍କୋର ହାସଲ କରିଥିବାବେଳେ, କୁମାର ୬୨୪.୭ ପଏଣ୍ଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 3: ସୁଟିଂ- ମେଡାଲ ରାଉଣ୍ଡରୁ ଦୀପକ, ଦିବ୍ୟାଂଶ ବାଦ୍
ପାନୱାର ୬୨୨.୮ ଚୁଡାନ୍ତ ସ୍କୋର ହାସଲ କରିଥିବାବେଳେ, କୁମାର ୬୨୪.୭ ପଏଣ୍ଟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ