ଓଡିଶା

odisha

ETV Bharat / sports

Tokyo Olympics: ରବିବାର ଭାରତ ଇଭେଣ୍ଟ, ନଜରରେ ବକ୍ସିଂ-ବ୍ୟାଡମିଣ୍ଟନ - ଏହି ଖେଳାଳିଙ୍କ ଉପରେ ରହିବ ନଜର

ଅଗଷ୍ଟ ୧ ତାରିଖ ପାଇଁ Tokyo Olympics ରେ କଣ କଣ ରହିଛି ଭାରତ କାର୍ଯ୍ୟସୂଚୀ ଓ କେଉଁ ଖେଳାଳିଙ୍କ ଉପରେ ରହିବ ନଜର । ଅଧିକ ପଢ଼ନ୍ତୁ...

Tokyo Olympics Day 10 India schedule: Events, Times, Fixtures, Athletes
Tokyo Olympics: ଅଗଷ୍ଟ ୧ ତାରିଖରେ ଭାରତ ଇଭେଣ୍ଟ, ଏହି ଖେଳାଳିଙ୍କ ଉପରେ ରହିବ ନଜର

By

Published : Jul 31, 2021, 10:23 PM IST

ଟୋକିଓ: Tokyo Olympics ର ଦଶମ ଦିନରେ ପିଭି ସିନ୍ଧୁଙ୍କ ମହିଳା ଏକକ ବର୍ଗ ବ୍ରୋଞ୍ଜ ପଦକ ମ୍ୟାଚ୍, ବକ୍ସର ସତୀଶ କୁମାର ଏବଂ ପୁରୁଷ ହକି ଦଳର କ୍ବାର୍ଟର ଫାଇନାଲ ମ୍ୟାଚ ଉପରେ ରହିବ ସଭିଙ୍କ ନଜର ।

ତେବେ ଆସନ୍ତୁ ନଜର ପକାଇବା ଅଗଷ୍ଟ ୧ ତାରିଖ ପାଇଁ Tokyo Olympics ରେ କଣ କଣ ରହିଛି ଭାରତ କାର୍ଯ୍ୟସୂଚୀ ।

Tokyo Olympics: ଅଗଷ୍ଟ ୧ ତାରିଖରେ ଭାରତ ଇଭେଣ୍ଟ, ଏହି ଖେଳାଳିଙ୍କ ଉପରେ ରହିବ ନଜର

ଗଲ୍ଫ (ପୁରୁଷ ଏକକ ବର୍ଗ, ୪ର୍ଥ ପର୍ଯ୍ୟାୟ): ଉଧୟାନ ମାନେ

ଭାରତୀୟ ସମୟ ସକାଳ ୪.୧୧ ରୁ ହେବ ଆରମ୍ଭ ।

ଅଶ୍ବଚାଳନା (ପୁରୁଷ ଏକକ ବର୍ଗ, କ୍ରସ କଣ୍ଟ୍ରି): ଫୱାଦ ମୀର୍ଜା

ଭାରତୀୟ ସମୟ ସକାଳ ୫.୧୮ ରୁ ଆରମ୍ଭ ହେବ ।

ଗଲ୍ଫ (ପୁରୁଷ ଏକକ ବର୍ଗ, ୪ର୍ଥ ପର୍ଯ୍ୟାୟ): ଅନିର୍ବାନ ଲେହରୀ

ଭାରତୀୟ ସମୟ ସକାଳ ୫.୫୫ ରୁ ଆରମ୍ଭ ହେବ ।

ବକ୍ସିଂ (ପୁରୁଷ +୯୧ କିଗ୍ରା କ୍ବାର୍ଟର ଫାଇନାଲ): ସତୀଶ କୁମାର

ଭାରତୀୟ ସମୟ ସକାଳ ୯.୩୬ ରୁ ଆରମ୍ଭ ହେବ ମ୍ୟାଚ।

ବ୍ୟାଡମିଣ୍ଟନ (ମହିଳା ଏକକ ବର୍ଗ କାଂଶ୍ୟ ପଦକ ମ୍ୟାଚ): ପିଭି ସିନ୍ଧୁ

ଭାରତୀୟ ସମୟ ସନ୍ଧ୍ୟା ୫.୦୦ ରୁ ଆରମ୍ଭ।

ହକି (ପରୁଷ କ୍ବାର୍ଟର ଫାଇନାଲ): ଭାରତ ବନାମ ଗ୍ରେଟ ବ୍ରିଟେନ

ଭାରତୀୟ ସମୟ ସନ୍ଧ୍ୟା ୫.୩୦ ରୁ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details