ଓଡିଶା

odisha

ETV Bharat / sports

ଭାରତ ଫେରିଲେ ସଫଳ ଶଟଲର ସିନ୍ଧୁ, ବିମାନ ବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା - ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ସ୍ବଦେଶ ଫେରି ଆସିଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି । ଅଧିକ ପଢ଼ନ୍ତୁ...

PV Sindhu, PV Sindhu and her coach, bronze medalist PV Sindhu, Sindhu welcomed at the Delhi airport, Sindhu reached India, ସଫଳ ଶଟଲର ସିନ୍ଧୁ, ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଭାରତ ପହଁଞ୍ଚିଲେ ସିନ୍ଧୁ
ଭାରତ ପହଁଞ୍ଚିଲେ ସଫଳ ଶଟଲର ସିନ୍ଧୁ

By

Published : Aug 3, 2021, 5:08 PM IST

Updated : Aug 3, 2021, 5:35 PM IST

ନୂଆଦିଲ୍ଲୀ: ଭାରତ ପହଞ୍ଚିଲେ ଷ୍ଟାର ଶଟଲର ପିଭି ସିନ୍ଧୁ । ବିମାନ ବନ୍ଦରରେ ସିନ୍ଧୁଙ୍କୁ କରାଗଲା ସ୍ବାଗତ । ବେଶ୍‌ ଖୁସି ଥିବା କହିଛନ୍ତି ସିନ୍ଧୁ । ସଫଳତା ପାଇଁ ବ୍ୟାଡମିଣ୍ଟନ ଆସୋସିଏସନକୁ ଧନ୍ୟବାଦ ଦେଇଛନ୍ତି ।

ଭାରତ ଫେରିଲେ ସଫଳ ଶଟଲର ସିନ୍ଧୁ

ପଦକ ଜିତିବା ପରେ ମଙ୍ଗଳବାର ଟୋକିଓରୁ ସ୍ବଦେଶ ଫେରି ଆସିଛନ୍ତି ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି । ଫେରିବା ପରେ ସିନ୍ଧୁ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ‘‘ମୁଁ ବହୁତ ବହୁତ ଖୁସି ଅଛି । ବ୍ୟାଡମିଣ୍ଟନ ଆସୋସିଏସନ ସହ ତାଙ୍କୁ ସମର୍ଥନ ଓ ଉତ୍ସାହିତ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି । ଏହା ଏକ ଖୁବ୍‌ ଖୁସିର ମୁହୂର୍ତ୍ତ’’ ବୋଲି କହିଛନ୍ତି ସିନ୍ଧୁ ।

ସୂଚନା ଯୋଗ୍ୟ ଯେ ସିନ୍ଧୁ ଅଲମ୍ପିକରେ ଚୀନ ପ୍ରତିପକ୍ଷଙ୍କୁ ହରାଇ କାଂସ୍ୟ ପଦକ ହାସଲ କରିଛନ୍ତି । ଯାହାକୁ ନେଇ ସାରାଦେଶରୁ ସିନ୍ଧୁଙ୍କୁ ଛୁଟୁଛି ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2021, 5:35 PM IST

ABOUT THE AUTHOR

...view details