ଭୁବନେଶ୍ବର: ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ପୁରୁଷ ହକି ଦଳ ୪୧ ବର୍ଷ ପରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ମହିଳା ଦଳ ଅଳ୍ପକେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଛି । ତେବେ ପ୍ରଥମ ଥର ପାଇଁ ଅଲମ୍ପିକ୍ ଗେମ୍ସର ସେମିଫାଇନାଲରେ ପହଞ୍ଚି ପାରିଥିଲା ଭାରତୀୟ ମହିଳା ହକି ଦଳ ।
ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ - ଓଡ଼ିଶାରେ ଜାତୀୟ ହକି ଦଳ
ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢ଼ନ୍ତୁ...
ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ