ଓଡିଶା

odisha

By

Published : Jul 24, 2021, 5:11 PM IST

ETV Bharat / sports

Olympics: ବକ୍ସିଂରେ ଭାରତକୁ ବଡ ଝଟକା, ଅଭିଜ୍ଞ ବକ୍ସର ବିକାଶ କ୍ରୀଷନ ପରାସ୍ତ

ଜାପାନ ବକ୍ସର ସେୱନରେଟ୍‌ସ ଓକାଜାୱାଙ୍କୁ ଠାରୁ 69 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ 32ରେ ହାରିବା ପରେ ବିକାଶ କ୍ରୀଷନଙ୍କ ଅଲମ୍ପିକ ପଦକ ଆଶା ଚୁରମାର । ଅଧିକ ପଢନ୍ତୁ...

Boxer Vikash Krishan loses to Japan's Sewonrets Okazawa in round of 32 fight
Olympics: ବକ୍ସିଂରେ ଭାରତକୁ ବଡ ଝଟକା, ଅଭିଜ୍ଞ ବକ୍ସର ବିକାଶ କ୍ରୀଷନ ପରାସ୍ତ

ଟୋକିଓ: ଅଲମ୍ପିକ 2020ର ଦ୍ବିତୀୟ ଦିନରେ ଭାରତକୁ ବଡ ଝଟକା । ଭାରତୀୟ ଅଲମ୍ପିକ ବକ୍ସିଂ ଟିମର ଅଭିଜ୍ଞ ବକ୍ସର ବିକାଶ କ୍ରୀଷନ ପରାସ୍ତ । ଜାପାନର ସେୱନରେଟ୍‌ସ ଓକାଜାୱାଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ବିକାଶ ।

ଶନିବାର ଖେଳାଯାଇଥିବା ବକ୍ସିଂ ଇଭେଣ୍ଟର 69 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ 32ରେ ବିକାଶଙ୍କୁ ପରାଜୟ ମିଳିଛି । ଫଳରେ ଅଲମ୍ପିକ ପଦକ ଆଶା ଧୂଳିଶାତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details