ଲଣ୍ଡନ:ଚଳିତ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜର୍ମାନୀ ଟେନିସ ଷ୍ଟାର ଆଲେକଜାଣ୍ଡର ଜର୍ଭ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଡଚ୍ ଖେଳାଳି ଟାଲନ ଗ୍ରିକସପୁରଙ୍କୁ 6-3, 6-4,6-1 ସେଟ୍ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
24 ବର୍ଷୀୟ ଜର୍ଭ ପ୍ରଭାବୀ ପ୍ରଦର୍ଶନ ସହ 77 ପ୍ରତିଶତ ନିଜର ପ୍ରଥମ ସର୍ଭିସ ପଏଣ୍ଟ ହାସଲ କରିଥିଲେ ।