ଫ୍ଲୋରିଡା: ବିଶ୍ୱରେ ମହାମାରୀ ସାଜିଛି କୋରୋନାଭାଇରସ(COVID-19) । ଫଳରେ ଏକାଧିକ କ୍ରୀଡା ଇଭେଣ୍ଟ ପୂର୍ବରୁ ବାତିଲ ଓ କିଛି କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି ।
ତେବେ ସଦ୍ୟସୂଚନା ଅନୁଯାୟୀ ମହିଳା ଟେନିସ ଆସୋସିଏସନ(WTA) ତାର ଆଗାମୀ WTA ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଛି । ଇସତନବୁଲ, ସ୍ଟଟଗର୍ଟ ଓ ପାରାଗୁଏରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ମ୍ୟାଚ ସୂଚୀ ରହିଥିଲା ।