ନିୟୁର୍କ: ଭାରତୀୟ ଟେନିସ ପୁରୁଷ ଯୁଗଳ ଖେଳାଳି ଦିଭିଜ୍ ଶରଣ ଓ ତାଙ୍କ ପାର୍ଟନର ନ୍ୟୁଜିଲାଣ୍ଡର ଆର୍ଟିମ ସିତାକ କ୍ବାଟରଫାଇନାଲରେ ପରାସ୍ତ ହୋଇ ନ୍ୟୁୟର୍କ ଓପନର ଯାତ୍ରା ଶେଷ କରିଛନ୍ତି । ଶରଣ-ସିତାକ ଯୋଡି ଆମେରିକାର ଷ୍ଟିଓ୍ବନ ଜନସନଙ୍କ ଯୋଡିଠାରୁ ପରାସ୍ତ ହୋଇଛନ୍ତି ।
ଟେନିସ: ଶରମ-ସିତାକ ଯୋଡି ନ୍ୟୁୟର୍କ ଓପନରୁ ଆଉଟ୍ - ଶରଣ-ସିତାକ ଯୋଡି ପରାସ୍ତ
ନ୍ୟୁୟର୍କ ଓପନର କ୍ବାଟରଫାଇନାଲରେ ପରାସ୍ତ ହେଲେ ଶରଣ-ସିତାକ ଯୋଡି ।

tennis
ଶରଣଙ୍କ ଯୋଡିଙ୍କୁ 3-6, 4-6ସେଟ୍ରେ ମାତ୍ ଦେଇଛି ଷ୍ଟିଓ୍ବନ ଯୋଡି । ଏହାପୂର୍ବରୁ ଶରଣ-ସିତାକ ଯୋଡି ଏହା ପୂର୍ବରୁ ଆମେରିକାର କ୍ରାଇଜେକଙ୍କ ଯୋଡିଙ୍କୁ ପରାସ୍ତ କରି କ୍ବାଟରଫାଇନାଲରେ ପ୍ରବେଶ କରିଥିଲେ ।