ନ୍ୟୁୟର୍କ: ୟୁଏସ ଓପନର ପୁରୁଷ ଏକକ ବର୍ଗର 2ୟ ରାଉଣ୍ଡରେ ଭାରତର ଯାତ୍ରା ସମାପ୍ତ । 2ୟ ରାଉଣ୍ଡରେ ଭାରତର ଯୁବ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆର ଡୋମିନିକ ଥିମଙ୍କ ଠାରୁ ପରାସ୍ତ ହୋଇଛନ୍ତି ।
ୟୁଏସ ଓପନ: ପୁରୁଷ ଏକକ ବର୍ଗରେ ଭାରତର ଯାତ୍ରା ସମାପ୍ତ - ଅଷ୍ଟ୍ରେଲିଆର ଟେନିସ ଖେଳାଳି ଡୋମିନିକ ଥିମ
2ୟ ରାଉଣ୍ଡରେ ଭାରତର ଯୁବ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆର ଡୋମିନିକ ଥିମଙ୍କ ଠାରୁ ପରାସ୍ତ ହୋଇଛନ୍ତି

ୟୁଏସ ଓପନ: ପୁରୁଷ ଏକକ ବର୍ଗରେ ଭାରତର ଯାତ୍ରା ସମାପ୍ତ
ଗୁରୁବାର ଖେଳା ଯାଇଥିବାନ ୟୁଏସ ଓପନର 2ୟ ରାଉଣ୍ଡରେ ଅଷ୍ଟ୍ରେଲିଆ ଖେଳାଳି ଥିମ ଭାରତୀୟ ଖେଳାଳି ନାଗଲଙ୍କୁ 6-3, 6-3, 6-2 ସେଟ୍ରେ ପରାସ୍ତ ହୋଇଛନ୍ତି ।
ବାର୍ଥଡେ ବୟ ଥିମ ପ୍ରତିଦ୍ବନ୍ଦୀ ନଗାଲଙ୍କୁ ପରାସ୍ତ କରି ୟୁଏସ ଓପନର ପୁରୁଷ ଏକକ ବର୍ଗର 3ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି । ତେବେ ଜନ୍ମଦିନରେ ମ୍ୟାଚ ଜିତିବା ପରେ ଥିମ କହିଛନ୍ତି ଯେ, ଜନ୍ମଦିନରେ ମ୍ୟାଚ ଜିତିବାର ଖୁସି ଠାରୁ ଆଉ କିଛି ନାହିଁ ।