ରୁଷ: ପିଟର୍ସବର୍ଗ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଷ୍ଟେନ ୱାୱରିଙ୍କା । ଡେନ ଇବାନ୍ସଙ୍କ ବିପକ୍ଷରେ 3ଟି ମ୍ୟାଚ ପଏଣ୍ଟ ହାସଲ କରିବା ସହ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି ।
ସେଣ୍ଟ୍. ପିଟର୍ସବର୍ଗ ଓପନ: ଦ୍ବିତୀୟ ରାଉଣ୍ଡରେ ଷ୍ଟେନ ୱାୱରିଙ୍କା - स्पोर्ट्स न्यूज
ବ୍ରିଟିଶ ଖେଳାଳି ଇବାନ୍ସଙ୍କୁ 3-6, 7-6(3), 7-5 ରେ ହରାଇ, ପିଟର୍ସବର୍ଗ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଷ୍ଟେନ ୱାୱରିଙ୍କା ।

ସେଣ୍ଟ୍. ପିଟର୍ସବର୍ଗ ଓପନ: ଦ୍ବିତୀୟ ରାଉଣ୍ଡରେ ଷ୍ଟେନ ୱାୱରିଙ୍କା
ସ୍ବିଜରଲାଣ୍ଡର ୱାୱରିଙ୍କା ବ୍ରିଟିଶ ଖେଳାଳି ଇବାନ୍ସଙ୍କୁ 3-6, 7-6(3), 7-5 ରେ ହରାଇଛନ୍ତି । ଏହାପୂର୍ବରୁ ୱାୱରିଙ୍କା ବର୍ଷ 2016ରେ ୟୁଏସ ଓପନ ବିଜୟୀ ରହିଛନ୍ତି । ୱାୱରିଙ୍କା ପରବର୍ତ୍ତୀ ରାଉଣ୍ଡରେ ଇବଗେନି ଡୋନସ୍କୋଇଙ୍କୁ ଭେଟିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ