ରୋମ: ରୋମାନିଆର ଟେନିସ୍ ଖେଳାଳି ତଥା 2018 ଚାମ୍ପିଅନ୍ ସିମୋନା ହାଲେପ ରବିବାର ଠାରୁ ଫ୍ରେଞ୍ଚ ଓପନରେ ୱାର୍ଲ୍ଡ ଓପନର 70 ତମ ମାନ୍ୟତା ସାର ସୋରିବେସ୍ ଟର୍ମୋଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ।
ଫେଞ୍ଚ ଓପନ: ଜନ୍ମଦିନରେ ହାଲେପଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ - ଜନ୍ମଦିନରେ ହାଲେପଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ
ନିଜର 29 ତମ ଜନ୍ମଦିନ ଅବସରରେ ଏହି ମ୍ୟାଚ ଖେଳିଛନ୍ତି ସିମୋନା । ତେବେ ମ୍ୟାଚରେ 6-4, 6-0ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଫେଞ୍ଚ ଓପନ: ଜନ୍ମଦିନରେ ହାଲେପଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ
ନିଜର 29 ତମ ଜନ୍ମଦିନ ଅବସରରେ ଏହି ମ୍ୟାଚ ଖେଳିଛନ୍ତି ସିମୋନା । ତେବେ ମ୍ୟାଚରେ 6-4, 6-0ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଲକଡାଉନ ସମୟରେ ତାଙ୍କ ଅଭ୍ୟାସକୁ ନେଇ ସେ କହିଛନ୍ତି, ‘‘ ମୁଁ ବହୁତ କଠିନ ପରିଶ୍ରମ କରିଥିଲି । ମୁଁ ଶାରୀରିକ ସ୍ତରରେ ବହୁତ ଉନ୍ନତି କରିଛି |’’