ଓଡିଶା

odisha

ETV Bharat / sports

ଅସ୍ତାନା ଓପନରୁ ବାଦ ପଡିଲେ ସରନ, ବୋପାନ୍ନା - Bopanna knocked out of Astana Open

ଅସ୍ତାନା ଓପନରୁ ଦିବଜୀ ସରନ ଓ ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଛି । ଅଧିକ ପଢନ୍ତୁ...

Sharan, Bopanna knocked out of Astana Open
ଅସ୍ତାନା ଓପନରୁ ବାଦ ପଡିଲେ ସରନ, ବୋପାନ୍ନା

By

Published : Oct 29, 2020, 9:32 PM IST

ନୁର-ସୁଲତାନ: ଅସ୍ତାନା ଓପନରୁ ଦିବଜୀ ସରନ ଓ ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଛି । ଗୁରୁବାର ନ୍ୟାସନାଲ ଟେନିସ ସେଣ୍ଟରରେ ଯଥାକ୍ରମେ କ୍ବାର୍ଟର-ଫାଇନାଲ ଓ 16ତମ ରାଉଣ୍ଡରେ ପରାଜିତ ହେବା ପରେ ଉଭୟ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ଅସ୍ତାନା ଓପନରୁ ବାଦ ପଡିଲେ ସରନ, ବୋପାନ୍ନା

ସରନ ଓ ବ୍ରିଟିସ ପାର୍ଟନର ଲୁକି ବାମବ୍ରିଜ, ଅଷ୍ଟ୍ରେଲିଆ ଓପନ ରନର୍ସ-ଅପ୍ ମାକ୍ସ ପାର୍ସେଲ ଓ ଲୁକି ସାଭିଲେଙ୍କ ଠାରୁ 3-6, 5-7ରେ ପରାସ୍ତ ହୋଇଛନ୍ତି ।

ଅନ୍ୟପଟେ ରୋହନ ବୋପାନ୍ନା ଓ ଫ୍ରେଡ୍ରିକ ନିଲସେନଙ୍କ ଯୋଡି ଉରୁଗୁଏର ମାରକେଲୋ ଏରେଭଲୋ ଓ ବ୍ରିକ୍ସର ବୋସନିଆ-ହେରଜେଗୋଭିନାଙ୍କ ଠାରୁ 6-7(5), 7-6(3), 10-5 ସେଟରେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details