ବାସେଲ: ବିଶ୍ବର ଲୋକପ୍ରିୟ ଟେନିସ ଖେଳାଳି ରୋଜର ଫେଡରର ସ୍ବିସ ଓପନ ବାସେଲ ଏଟିପିର ଟାଇଟଲ ନିଜ ନାଁରେ କରିଛନ୍ତି । ଅଷ୍ଟ୍ରେଲିଆର ଏଲେକ୍ସ ଡିକୁ ଫାଇନାଲରେ ପରାସ୍ତ କରିଛନ୍ତି ଫେଡରର। ଫେଡରର ଏଟିପି ଟୁର୍ଣ୍ଣାମେଣ୍ଟରେ 10ଥର ଟାଇଟଲ ହାସଲ କରିଥିବା ଖେଳାଳି ହୋଇଯାଇଛନ୍ତି ।
ସ୍ବିସ ଓପନ ଟାଇଟଲ ଜିଣିଲେ ଫେଡରର - tennis latest news
38ବର୍ଷୀୟ ଫେଡରରଙ୍କ କବ୍ଜାରେ ସ୍ବିସ ଓପନ । ଏଲେକ୍ସ ଡିକୁ 6-2,6-2 ସେଟ୍ରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି ।

tennis
ଏଲେକ୍ସ ଡିକୁ 6-2,6-2 ସେଟ୍ରେ ପରାସ୍ତ କରିଛନ୍ତି ରୋଜର ଫେଡରର । 38ବର୍ଷୀୟ ଫେଡରର ନିଜ କ୍ୟାରିଅରର 103ତମ ଟାଇଟଲ ହାସଲ କରିଛନ୍ତି ।