ବର୍ଲିନ: ଭାରତୀୟ ଟେନିସ ଖେଳାଳି ରାମକୁମାର ରାମାନାଥନ ରବିବାର ଏକେଣ୍ଟାଲ ଚ୍ୟାଲେଞ୍ଜର୍ସରେ ରନର୍ସ-ଅପରେ ସନ୍ତୁଷ୍ଟ ହୋଇଛନ୍ତି । ଆମେରିକୀୟ ସେବାସ୍ତିଆନ କୋର୍ଦାଙ୍କ ଠାରୁ ଫାଇନାଲ ମୁକାବିଲାରେ 6-4, 6-4 ସେଟରେ ପରାସ୍ତ ହୋଇଛନ୍ତି ରାମକୁମାର ।
ଏହା କୋର୍ଦାଙ୍କର ପ୍ରଥମ ପେଷାଦାର ସିଙ୍ଗଲ୍ସ ଟାଇଟେଲ । ଫଳରେ ରାମକୁମାର 100 ATP ପଏଣ୍ଟ ହାସଲ କରିଥିବାବେଳେ, ରାମକୁମାରଙ୍କୁ 60 ପଏଣ୍ଟ ମିଳିଛି ।