ବେଲଗ୍ରେଡ: କୋରୋନା ଭାଇରସ ଟୀକାକରଣ ବାଧ୍ୟତାମୂଳକ ନିଷ୍ପତିକୁ ବିରୋଧ କରିଛନ୍ତି ବିଶ୍ବ ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ । ଜୋକୋଭିକ କହିଛନ୍ତି ବ୍ୟକ୍ତିଗତ ଭାବେ ଏହି ଟୀକାକରଣ ବାଧ୍ୟତାମୂଳକ ନିଷ୍ପତିକୁ ସେ ବିରୋଧ କରୁଛନ୍ତି ।
କୋରୋନା ଭାଇରସ ଟୀକାକରଣ ବାଧ୍ୟତାମୂଳକ ନିଷ୍ପତିକୁ ଜୋକଭିକଙ୍କ ବିରୋଧ - କୋରୋନା ଭାଇରସ ଟୀକାକରଣ ବାଧ୍ୟତାମୂଳକ
କୋରୋନା ଭାଇରସ ଟୀକାକରଣ ବାଧ୍ୟତାମୂଳକ ନିଷ୍ପତିକୁ ବିରୋଧ କରିଛନ୍ତି ବିଶ୍ବ ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ ।

କୋରୋନା ଭାଇରସ ଟୀକାକରଣ ବାଧ୍ୟତାମୂଳକ ନିଷ୍ପତିକୁ ଜୋକଭିକଙ୍କ ବିରୋଧ
କାହାକୁ ଟୀକାନେବାପାଇଁ ବାଧ୍ୟ କରାଯିବା ଉଚିତ ହେବ ନାହିଁ । ଏଯାବତ କୌଣସି କୋରୋନା ଭାଇରସ ଟୀକା ତିଆରି ହୋଇନାହିଁ । ସମସ୍ତ ଖେଳାଳି କଟକଣାକୁ ଗମ୍ଭୀରତାର ସହ ପାଳନକରି କ୍ବାରେଣ୍ଟିନରେ ରହିଛନ୍ତି ।
ଟେନିସ ସିଜିନ ଆଗାମୀ ଜୁଲାଇ-ଅଗଷ୍ଟରେ ଆରମ୍ଭ ହେବାନେଇ ଚର୍ଚ୍ଚା ହେଉଛି । ସିଜିନ ଆରମ୍ଭ ପୂର୍ବରୁ ଖେଳାଳିଙ୍କୁ ବାଧ୍ୟତାମୂଳକ ଟୀକାକରଣ ନେଇ ନିଷ୍ପତି ହୋଇଛି ।