ଓଡିଶା

odisha

ETV Bharat / sports

ଜାପାନ ଓପନ: ଟାଇଟଲ ଜିତିଲେ ନୋବାକ ଜୋକଭିକ - Novak Djokovic Japan Open title

ଜାପାନ ଓପନ ଟାଇଟଲ ବିଜୟୀ ହୋଇଛନ୍ତି ନୋବାକ ଜୋକଭିକ ।

ନୋବାକ ଜୋକଭିକ

By

Published : Oct 6, 2019, 7:16 PM IST

ହାଇଦ୍ରାବାଦ: ବିଶ୍ବ ଟେନିସ ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ଥିବା ନୋବାକ ଜୋକଭିକଙ୍କୁ ଆଉ ଏକ ସଫଳତା । ସମ୍ମାନଜନକ ଜାପାନ ଓପନ ଟାଇଟଲ ବିଜୟୀ ହୋଇଛନ୍ତି ଜୋକଭିକ । ଫାଇନାଲରେ ଅଷ୍ଟ୍ରେଲିଆର ଜନ ମିଲମାନଙ୍କୁ 6-3, 6-2ସେଟରେ ହରାଇଛନ୍ତି ଜୋକଭିକ ।

ନୋବାକ ଜୋକଭିକ

ଏହି ଟାଇଟେଲ ନୋବାକ ଜୋକଭିଙ୍କର 76ତମ ଟାଇଟେଲ । ତେବେ ସେ ପ୍ରଥମ ଥର ପାଇଁ ଜାପାନ ଓପନ ଟାଇଟେଲ ହାତେଇଛନ୍ତି । କାନ୍ଧରେ ଯନ୍ତ୍ରଣା ଯୋଗୁଁ ୟୁ ଏସ ଓପନର 4ର୍ଥ ରାଉଣ୍ଡରୁ ଓହରି ଯାଇଥିଲେ ଜୋକଭିକ । ତେବେ ଦମଦାର କମବ୍ୟାକ ସହ ସେ ବିଶ୍ବ ମାନ୍ୟତାର ନଂ1 ଖେଳାଳିର ପ୍ରମାଣ ଦେଇଛନ୍ତି ।

ନୋବାକ ଜୋକଭିକ

ABOUT THE AUTHOR

...view details