ଓଡିଶା

odisha

ETV Bharat / sports

9ମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଲେ ଜୋକଭିକ

ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ । ଅଧିକ ପଢନ୍ତୁ...

Novak Djokovic clinches 9th Australian Open title, beats Daniil Medvedev in final
9ମ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଲେ ଜୋକଭିକ

By

Published : Feb 21, 2021, 4:26 PM IST

ମେଲବର୍ଣ୍ଣ: ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକଭିକ ନବମ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ 7-5, 6-2, 6-2 ସେଟ୍‌ରେ ହରାଇ ବନିଲେ ଚମ୍ପିଆନ ।

ଏହା ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details