ଓଡିଶା

odisha

ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

By

Published : Sep 13, 2020, 3:28 PM IST

ରବିବାର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଦ୍ବିତୀୟ ୟୁଏସ ଓପନ ସହ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି ଓସାକା ।

Naomi Osaka clinches 2nd US Open title, registers comeback win over Azarenka in final
ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ନ୍ୟୁୟର୍କ: ୟୁଏସ ଓପନ ଟାଇଟେଲ ବିଜେତା ହୋଇଛନ୍ତି ଜାପାନର ନାଓମି ଓସାକା । ଫାଇନାଲ ମୁକାବିଲାରେ ରବିବାର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଦ୍ବିତୀୟ ୟୁଏସ ଓପନ ସହ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି ଓସାକା ।

ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା
ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ଟାଇଟାଲ ଲଢେଇ ମ୍ୟାଚରେ ଆଜରେଙ୍କାଙ୍କୁ 1-6, 6-3, 6-3 ସେଟ୍ ରେ ମାତ ଦେଇଥିଲେ ଓସାକା । ଏକଘଣ୍ଟା 53 ମିନିଟ ଧରି ଉଭୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ଏହା ପୂର୍ବରୁ 2018 ସଂସ୍କରଣର ୟୁଏସ ଓପନ ଟାଇଟେଲ ବିଜେତା ହୋଇଥିଲେ ଓସାକା ।

ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା
ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ଏଥିସହିତ ସେ ପ୍ରଥମ ଏସିଆନ ଖେଳାଳି ଭାବେ 3ଟି ଗ୍ରାଣ୍ଡ ସ୍ଲାମ ବିଜେତା ଖେଳାଳି ହୋଇଛନ୍ତି । ପୂର୍ବରୁ ଚାଇନାର ଲି ନା ଦୁଇଟି ଗ୍ରାଣ୍ଡସ୍ଲାମ ବିଜୟୀ ରହିଛନ୍ତି ।

ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା
ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details