ମାଲୋରକା: ବିଶ୍ବ ଟେନିସ ମାନ୍ୟତାର 2 ନମ୍ବର ଖେଳାଳି ଡାନିଲ ମେଡେଭେଡେବ କ୍ରୋଏସିଆର ମୋଉଟେଟଙ୍କୁ 6-4,6-2 ସେଟ୍ରେ ହରାଇ ମାଲରକା ଓପନର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
ନିକଟରେ ହାଲେ ଓଫନର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିବା ଋଷିଆନ ଷ୍ଟାର ଧୀମା ଆରମ୍ଭ କରିଥିଲେ । ମାତ୍ର ପରେ ଆକ୍ରମଣାତ୍ମ ରଣନୀତି ସହ ମାତ୍ର ଦୁଇଟି ସେଟ୍ରେ ସହଜ ବିଜୟ ହାସଲ କରିଥିଲେ ।