ଓଡିଶା

odisha

ETV Bharat / sports

ଆରମ୍ଭ ହେଲା ଟେବୁଲ ଟେନିସ ଚାମ୍ପିଆନସିପ - Governor of Odisha

21ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନସିପ ଉଦଘାଟିତ ହୋଇଛି । ପ୍ରତିଯୋଗିତାରେ ଭାଗ ନେଇଛନ୍ତି 12ଟି ଦଳ ।

ଫାଇଲ ଫଟୋ

By

Published : Jul 17, 2019, 11:54 AM IST

କଟକ: 21ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଆନସିପ ଉଦଘାଟିତ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଛନ୍ତି 12ଟି ଦଳ ।

ଆଜିଠୁ ଆରମ୍ଭ ହେବ ଲିଗ ପର୍ଯ୍ୟାୟ ମ୍ୟାଚ । ଚେୟାରମ୍ୟାନ, ସ୍ଥାନୀୟ ବିଧାୟକ ଓ ସଭାପତିଙ୍କ ଉପସ୍ଥିତିରେ ଉଦଘାଟନ ହୋଇଛି ମ୍ୟାଚ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details