ପ୍ୟାରିସ: ଏଠାରେ ଖେଳାଯାଇଥିବା 13 ଫ୍ରେଞ୍ଚ ଓପନ ଫାଇନାଲେରେ ଦେଖିବାକୁ ମିଳିଛି ରୋମାଞ୍ଚକର ମୁକାବିଲା । ଫାଇନାଲରେ କିମ୍ବଦନ୍ତୀ ନୋଭାକ୍ ଜୋକୋଭିକଙ୍କୁ ପରାସ୍ତ କରିଛନ୍ତି ରାଫେଲ ନାଡାଲ । ଏହି ବିଜୟ ସହ 13ତମ ଫ୍ରେଞ୍ଚ ଓପନ ଟାଇଟେଲ ହତେଇଛନ୍ତି ନାଡାଲ । ତେବେ ଏହି ଟାଇଟଲ ସହ ରୋଜର ଫେଡରଙ୍କ 20ତମ ଗ୍ରାଣ୍ଡ ସ୍ଲମ ଟାଇଟଲ ସହ ସମାନ ହୋଇଛି ।
ଫ୍ରେଞ୍ଚ ଓପନ୍: ଜୋକୋଭିକ୍ଙ୍କୁ ପରାସ୍ତ କଲେ ନାଡାଲ - Djokovic
ଏହି ବିଜୟ ସହ 13ତମ ଫ୍ରେଞ୍ଚ ଓପନ ଟାଇଟେଲ ହତେଇଛନ୍ତି ନାଡାଲ । ତେବେ ଏହି ଟାଇଟଲ ସହ ରୋଜର ଫେଡରଙ୍କ 20ତମ ଗ୍ରାଣ୍ଡ ସ୍ଲମ ଟାଇଟଲ ସହ ସମାନ ହୋଇଛି ।

ଫ୍ରେଞ୍ଚ ଓପନ୍: ଜୋକଭିକ୍ଙ୍କୁ ପରାସ୍ତ କଲେ ନାଡାଲ
ରବିବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ରାଫେଲ ନାଡାଲ ନୋଭାକ୍ ଜୋକୋଭିକଙ୍କ ଉପରେ 6-0, 6-2, 7-5 ବିଜୟ ପାଇଛନ୍ତି । 2ୟ ସେଟରେ ଜୋକୋଭିକ୍ ଲଗାତାର ଦୁଇଥର ପରାଜୟ ପରେ ନାଡାଲ ଏହି କୀର୍ତ୍ତିମାନ ରଚିଛନ୍ତି ।