ଓଡିଶା

odisha

ETV Bharat / sports

ଫ୍ରେଞ୍ଚ ଓପନ: ତୃତୀୟ ରାଉଣ୍ଡରେ ଜୋକଭିକ, ଫେଡେରର - ଫ୍ରେଞ୍ଚ ଓପନ ତୃତୀୟ ରାଉଣ୍ଡ

ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଦୁଇଟି ଟେନିସ ଷ୍ଟାର ନୋଭାକ ଜୋକଭିକ ଓ ରୋଜର ଫେଡେରର । ଅଧିକ ପଢନ୍ତୁ...

French Open: Djokovic, Federer progress to third round
ଫ୍ରେଞ୍ଚ ଓପନ: ତୃତୀୟ ରାଉଣ୍ଡରେ ଜୋକଭିକ, ଫେଡେରର

By

Published : Jun 3, 2021, 10:59 PM IST

ପ୍ୟାରିସ:ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଦୁଇଟି ଟେନିସ ଷ୍ଟାର ନୋଭାକ ଜୋକଭିକ ଓ ରୋଜର ଫେଡେରର ।

ଜୋକଭିକ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଆର୍ଜେଣ୍ଟିନାର ପାବଲୋ କୁଏଭସଙ୍କୁ 6-3, 6-2, 6-4ସେଟ୍‌ରେ ହରାଇଛନ୍ତି । ଅନ୍ୟପଟେ ଫେଡେରର କୋଏସିଆର ମାରିନ କିଲିକଙ୍କୁ 6-2,2-6,7-6,6-2 ସେଟ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ବିଶ୍ବ ନମ୍ବର 1 ଜୋକଭିକ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିଛନ୍ତି ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details