ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ । ବିଶ୍ୱର 1 ନଂ ଖେଳାଳି ନୋଭାକ ଜୋକୋଭିକ୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତାଙ୍କୁ ବିଶ୍ୱର ମାନ୍ୟତାର 4ନଂ ଖେଳାଳି ତଥା ଅଷ୍ଟ୍ରେଲିଆର ଡୋମିନିକ୍ ଥିମ୍ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।
ଫ୍ରେଞ୍ଚ ଓପନ: ଜୋକୋଭିକ୍ଙ୍କୁ ହରାଇ ଡୋମିନିକ୍ ଥିମ୍ ଫାଇନାଲରେ - Dominic Thiem
ବିଶ୍ୱର 1 ନଂ ଖେଳାଳି ନୋଭାକ ଜୋକୋଭିକ୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତାଙ୍କୁ ବିଶ୍ୱର ମାନ୍ୟତାର 4ନଂ ଖେଳାଳି ତଥା ଅଷ୍ଟ୍ରେଲିଆର ଡୋମିନିକ୍ ଥିମ୍ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।
![ଫ୍ରେଞ୍ଚ ଓପନ: ଜୋକୋଭିକ୍ଙ୍କୁ ହରାଇ ଡୋମିନିକ୍ ଥିମ୍ ଫାଇନାଲରେ](https://etvbharatimages.akamaized.net/etvbharat/prod-images/768-512-3506033-thumbnail-3x2-jdbsjksd.jpg)
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ବର୍ଷା ଯୋଗୁଁ ପ୍ରଥମେ ବାଧାପ୍ରାପ୍ତ ହୋଇଥିଲା ସେମିଫାଇନାଲ ମ୍ୟାଚ । ଆଜି ଖେଳାଯାଇଥିବା ଏହି ନାଟକୀୟ ମ୍ୟାଚରେ ଜୋକୋଭିକଙ୍କୁ 6-2, 3-6, 3-1 ସେଟ୍ରେ ପରାସ୍ତ କରି ଥିମ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।