ୱାସିଂଟନ: କୋରୋନା ଲଢେଇରେ ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ । ଇଟାଲିରେ କୋରୋନା ସ୍ଥିତି ସଙ୍ଗୀନ ଥିବାହେତୁ, ଆର୍ଥିକ ସହଯୋଗର ହାତ ବଢାଇଛନ୍ତି ଜୋକଭିକ । ସର୍ବିଆରେ ଅଧିକ ଭେଣ୍ଟିଲେଟର ଓ ମେଡିକାଲ ସାମଗ୍ରୀ କିଣିବାକୁ, ଜୋକଭିକ, ପତ୍ନୀ ଓ ଫାଉଣ୍ଡେସନ 1ମିଲିୟନ ୟୁରୋ ଦାନ କରିଛନ୍ତି ।
କୋରୋନା ଲଢେଇରେ ନୋବାକ ଜୋକଭିକ, ଇଟାଲୀ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭାବବିହ୍ବଳ - ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ
କୋରୋନା ଲଢେଇରେ ବିଶ୍ବର ନଂ1 ଟେନିସ ଖେଳାଳି ନୋବାକ ଜୋକଭିକ । ଏହି ସହାୟତା ରାଶିକୁ ନେଇ ଭାବବିହ୍ବଳ ହୋଇଛନ୍ତି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସାଧାରଣ ନିର୍ଦ୍ଦେଶକ ପିଟର ଆଶେମ୍ବବର୍ଗ । ଜୋକଭିକଙ୍କ ପରି ପରି ଜଣେ ସମ୍ମାନଜନକ ବ୍ୟକ୍ତିଙ୍କ ଠାରୁ ତାଙ୍କ ଆକାଉଣ୍ଟକୁ ଦାନ ଆସିବା ଆଶା କରିନଥିଲେ କହିଛନ୍ତି ପିଟର ଆଶେମ୍ବବର୍ଗ ।
କୋରୋନା ଲଢେଇରେ ନୋବାକ ଜୋକଭିକ, ଇଟାଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭାବବିହ୍ବଳ
ତେବେ ଏହି ସହାୟତା ରାଶିକୁ ନେଇ ଭାବବିହ୍ବଳ ହୋଇଛନ୍ତି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସାଧାରଣ ନିର୍ଦ୍ଦେଶକ ପିଟର ଆଶେମ୍ବବର୍ଗ । ଜୋକଭିକଙ୍କ ପରି ପରି ଜଣେ ସମ୍ମାନଜନକ ବ୍ୟକ୍ତିଙ୍କ ଠାରୁ ତାଙ୍କ ଆକାଉଣ୍ଟକୁ ଦାନ ଆସିବା ଆଶା କରିନଥିଲେ କହିଛନ୍ତି ପିଟର ଆଶେମ୍ବବର୍ଗ । ଏଥିସହିତ ସେ ଜୋକଭିକଙ୍କ ଅର୍ଥରାଶିରେ ଅଧିକ ଭେଣ୍ଟିଲେଟର ଓ ସ୍ବାସ୍ଥ୍ୟ ଉପକରଣ କିଣାଯିବ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ