ଫ୍ଳୋରିଡା: ମହିଳା ଟେନିସ ଆସୋସିଏସନ ପକ୍ଷରୁ ବଡ ଘୋଷଣା । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ହୋଇଛି ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ ଘୋଷଣା କରିଛି ମହିଳା ଟେନିସ ଆସୋସିଏସନ(WTA) ।
କୋରୋନା ଭାଇରସ: 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ - ମହିଳା ଟେନିସ ଆସୋସିଏସନ
ମହିଳା ଟେନିସ ଆସୋସିଏସନ ପକ୍ଷରୁ ବଡ ଘୋଷଣା । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ ଘୋଷଣା କରିଛି ମହିଳା ଟେନିସ ଆସୋସିଏସନ(WTA) ।
କୋରୋନା ଭାଇରସ: 2021 ପର୍ଯ୍ୟନ୍ତ ରୋଜର କପ ସ୍ଥଗିତ
ରୋଜର କପ ଚଳିତ ବର୍ଷ ଅଗଷ୍ଟରେ ହେବାନେଇ ମ୍ୟାଚ ସୂଚୀ ରହିଥିଲା । କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ କ୍ୟୁବିକ ସରକାର 2020 ଅଗଷ୍ଟ 31 ପର୍ଯ୍ୟନ୍ତ ସମସ୍ତ ପ୍ରକାର ଇଭେଣ୍ଟ ବାତିଲ ଘୋଷଣା ପରେ WTA ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।