ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିକା ପାଇଁ ସାରାଦେଶରେ 3 ମେ ପର୍ଯ୍ୟନ୍ତ ଲାଗୁ ହୋଇଛି ଲକଡାଉନ । ସେଥିପାଇଁ ଦେଶରେ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ତେବେ ଜୁଲାଇ ମାସରୁ ଘରୋଇ ଟେନିସ ସିଜିନର ଆରମ୍ଭ ନେଇ ଆଶାବାଦୀ ଥିବା କହିଛି ଅଲଇଣ୍ଡିଆ ଟେନିସ ଆସୋସିଏସନ ।
ଜୁଲାଇରୁ ଟେନିସ ଆରମ୍ଭ ନେଇ AITA ଆଶାବାଦୀ - ଟେନିସ ସିଜିନର ଆରମ୍ଭ
ଜୁଲାଇ ମାସରୁ ଘରୋଇ ଟେନିସ ସିଜିନର ଆରମ୍ଭ ନେଇ ଆଶାବାଦୀ ଥିବା କହିଛି ଅଲଇଣ୍ଡିଆ ଟେନିସ ଆସୋସିଏସନ ।

ଜୁଲାଇରୁ ଟେନିସ ଆରମ୍ଭ ନେଇ AITA ଆଶାବାଦୀ
ଜୁଲାଇ-ଅଗଷ୍ଟରେ ଘରୋଇ ସିଜିନ ପାଇଁ AITA ପକ୍ଷରୁ ଏକ ସ୍ବତନ୍ତ୍ର ସୂଚୀର ଯୋଜନା କରାଯାଇଛି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗସ୍ତକୁ ବାରଣ କରିବା ପାଇଁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିଚାର କରାଯାଉଛି । ନ୍ୟାସନାଲ ଓ ଜୋନାଲ ଟୁର୍ଣ୍ଣାମେଣ୍ଟ ସ୍ତରୀୟ ଟୁଣ୍ଣାମେଣ୍ଟକୁ ଗୁରୁତ୍ବ ଦିଆଯିବାନେଇ ଅଲ ଇଣ୍ଡିଆ ଟେନିସ ଆସୋସିଏସନ ଲକ୍ଷ୍ୟ ରଖିଛି ।