ପ୍ୟାରିସ: ଭାରତର ରୋହନ ବୋପନ୍ନା ଓ ଅଷ୍ଟ୍ରିୟାର ଅଲିଭର୍ ମରାଚଙ୍କ ଯୋଡି ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଯୋଡି ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡରେ ଫୈବ୍ରିସ ମାର୍ଟିନ ଓ ଜିନ- ଜୁଲିୟନ ରୋଜରଙ୍କୁ ପରାସ୍ତ କରି ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ଏଣ୍ଟ୍ରି ମାରିଛନ୍ତି ।
ପ୍ୟାରିସ ମାଷ୍ଟର୍ସର କ୍ବାଟରଫାଇନାଲରେ ବୋପନ୍ନା-ମରାଚ ଯୋଡି - quarterfinals of paris masters latest news
ବୋପନ୍ନା- ମରାଚ ଯୋଡି ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ।
ପ୍ୟାରିସ ମାଷ୍ଟରର୍ସର କ୍ବାଟରଫାଇନାଲରେ ବୋପନ୍ନା-ମରାଚ ଯୋଡିପ୍ୟାରିସ ମାଷ୍ଟରର୍ସର କ୍ବାଟରଫାଇନାଲରେ ବୋପନ୍ନା-ମରାଚ ଯୋଡି
ବୋପନ୍ନା- ମରାଚ ଯୋଡି ବୁଧବାର 3-6, 6-4, 10-8 ସେଟ୍ରେ ପରାସ୍ତ କରିଛି ।
ଶୁକ୍ରବାର ଭାରତର ରୋହନ ବୋପନ୍ନା ଓ ଅଷ୍ଟ୍ରିୟାର ଅଲିଭର୍ ମରାଚଙ୍କ ଯୋଡି କ୍ବାଟରଫାଇନାଲରେ ଏଡୁଆଇ ରୋଜର-ଜେ.ମେଲଜର ଯୋଡିକୁ ଭେଟିବେ ।