ମେଲବର୍ଣ୍ଣ:ନୋବାକ ଜୋକଭିକ ରବିବାର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଡାନିଲ ମେଡେଭେଡେବଙ୍କୁ ଭେଟିବେ । କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟେଲ ଅଷ୍ଟ୍ରେଲିଆନ ଓପନରେ ହାରିଥିଲେ ଜୋକଭିକ । ମାତ୍ର ଦ୍ବିତୀୟ ଥର ଅଷ୍ଟ୍ରେଲିଆଓନ ଓପନରେ ହିଁ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଥିଲେ ।
ଡାନିଲ ମେଡେଭେଡବ ମଧ୍ୟ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ୟୁଏସ ଓପନରେ ହାରିଥିଲେ । ପରେ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ଲକ୍ଷ୍ୟରେ ରବିବାର ଅଷ୍ଟ୍ରେଲିଆ ଓପନ ଫାଇନାଲ ଖେଳିବେ ।