ନୂଆଦିଲ୍ଲୀ: ଭାରତୀୟ ଯୁବ ମହିଳା ଟେନିସ ଷ୍ଟାର ଅଙ୍କିତା ରୈନାଙ୍କ କମାଲ । ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପର ଟାଇଟେଲ ବିଜୟୀ ହୋଇଛନ୍ତି ଅଙ୍କିତା ।
ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପ: ଟାଇଟେଲ ବିଜୟୀ ଅଙ୍କିତା - ଥାଇଲାଣ୍ଡ ଟେନିସ ଚମ୍ପିଆନସିପ
ଭାରତୀୟ ଯୁବ ମହିଳା ଟେନିସ ଷ୍ଟାର ଅଙ୍କିତା ରୈନାଙ୍କ କମାଲ । ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପର ସିଙ୍ଗଲ୍ସ ଓ ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ଅଙ୍କିତା ।
![ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପ: ଟାଇଟେଲ ବିଜୟୀ ଅଙ୍କିତା ITF Thailand Tennis 25K$ Championships](https://etvbharatimages.akamaized.net/etvbharat/prod-images/768-512-5929759-thumbnail-3x2-wc.jpeg)
ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପ
ITF ଥାଇଲାଣ୍ଡ ଟେନିସ ଚମ୍ପିଆନସିପ ମହିଳା ସିଙ୍ଗଲ୍ସ ଫାଇନାଲରେ ଚୋଲେ ପାକେଟଙ୍କୁ 6-3, 7-5 , ସେଟରେ ହରାଇଛନ୍ତି ଅଙ୍କିତା । ତେବେ ଅଙ୍କିତାଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଡବଲ ଧମାକା ହୋଇଛି। ସିଙ୍ଗଲ୍ସ ଟାଇଟେଲ ସହ ମହିଳା ଡବଲ୍ସ ଡାଇଟେଲ ମଧ୍ୟ ଜିତିଛନ୍ତି ଅଙ୍କିତା ।