ଓଡିଶା

odisha

ETV Bharat / sports

ଫେଡ କପ ପାଇଁ ଭାରତୀୟ ଦଳ ଘୋଷଣା - All India Tennis Association

ଚାଇନାରେ ଖେଳାଯିବାକୁ ଥିବା ଫେଡ କପ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

Indian Fed Cup Team
ଫେଡ କପ ପାଇଁ ଭାରତୀୟ ଦଳ ଘୋଷଣା

By

Published : Dec 24, 2019, 11:39 PM IST

ନୂଆଦିଲ୍ଲୀ: ଚାଇନାରେ ଖେଳାଯିବାକୁଥିବା ଫେଡ କପ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଭାରତୀୟ ଟେନିସ ଆସୋସିଏସନ ପକ୍ଷରୁ ଏହି ଘୋଷଣା ହୋଇଛି। ଫେବୃୟାରୀ 2020ରେ ଫେଡ କପରେ ଏହି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ।

ଫେଡ କପ ପାଇଁ ଭାରତୀୟ ଦଳ ଘୋଷଣା

4 ବର୍ଷ ପରେ ଫେଡ କପ ଦଳକୁ ଫେରିଛନ୍ତି ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା।ସୌଜନ୍ୟ ବାଭିସେଟ୍ଟୀ, ଅଙ୍କିତା ରୈନା, ରିୟା ଭାଟିଆ, ଋତୁଜା ଭୋଷଲେ, କରମନ କୌର ଥାଣ୍ଡି ରହିଛନ୍ତି। ବିଶାଷ ଉପ୍ପଲ ଟିମର କ୍ୟାପଟେନ ରହିଥିବାବେଳେ, ଅଙ୍କିତା ଭାମ୍ବ୍ରିଙ୍କୁ କୋଚ ଦାୟିତ୍ବରେ ରହିବା ନେଇ ଘୋଷଣା ହୋଇଛି।

ABOUT THE AUTHOR

...view details