ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଅନେକ କ୍ରୀଡାଇଭେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଛି । ସଦ୍ୟତମ ସୂଚନା ଅନୁଯାୟୀ ଓଡଲମ ବ୍ରାୱନ ଭାନଓପନ ଟେନିସ ଟୁର୍ଣ୍ଣାମେଣ୍ଟକୁ 2021 ଘୁଞ୍ଚାଇ ଦିଆଯାଇଛି ।
କୋରୋନା ଭାଇରସ: ଓଡଲମ ବ୍ରାୱନ ଭାନଓପନ ଟେନିସ ଟୁର୍ଣ୍ଣାମେଣ୍ଟ ସ୍ଥଗିତ - ଓଡଲମ ବ୍ରାୱନ ଭାନଓପନ ଟେନିସ ଟୁର୍ଣ୍ଣାମେଣ୍ଟ
ଓଡଲମ ବ୍ରାୱନ ଭାନଓପନ ଟେନିସ ଟୁର୍ଣ୍ଣାମେଣ୍ଟକୁ 2021ଘୁଞ୍ଚାଇ ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟର 18ତମ ସଂସ୍କରଣ ଚଳିତ ବର୍ଷ ଅଗଷ୍ଟ 16ରୁ ଅଗଷ୍ଟ 23 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା ।
କୋରୋନା ଭାଇରସ: ଓଡଲମ ବ୍ରାୱନ ଭାନଓପନ ଟେନିସ ଟୁର୍ଣ୍ଣାମେଣ୍ଟ ସ୍ଥଗିତ
ଏହି ଟୁର୍ଣ୍ଣାମେଣ୍ଟର 18ତମ ସଂସ୍କରଣ ଚଳିତ ବର୍ଷ ଅଗଷ୍ଟ 16ରୁ ଅଗଷ୍ଟ 23 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ଟେନିସ କାନାଡା, ATP ଚ୍ୟାଲେଞ୍ଜର ଟୁର, ITF ୱାର୍ଲ୍ଡ ଟେନିସ, ଫ୍ୟାନ୍ସ ଖେଳାଳି, ଭଲ୍ୟୁଣ୍ଟିୟର, ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟକୁ ସ୍ଥଗିତ ଘୋଷଣା କରିଛନ୍ତି ।