ଓଡିଶା

odisha

ETV Bharat / sports

T20 world Cup Final: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ - ଅଷ୍ଟ୍ରଲିଆ ଚୁଡାନ୍ତ ଏକାଦଶ

ଟସ୍‌ ଜିତି ଅଷ୍ଟ୍ରଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବାସହ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

T20 world Cup final 2021: Australia won the toss opt to field first against New Zealand
T20 world Cup Final: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ

By

Published : Nov 14, 2021, 7:14 PM IST

Updated : Nov 14, 2021, 7:41 PM IST

ଦୁବାଇ:ଟି-୨୦ ବିଶ୍ବକପ ୨୦୨୧ର ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଅଷ୍ଟ୍ରଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବାସହ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଉଭୟ ଟିମ ପ୍ରଥମ ଥର ଟି-୨୦ ବିଶ୍ବକପ ଚମ୍ପିଆନ ହେବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପୂର୍ବରୁ ଟି-୨୦ ବିଶ୍ବକପ ଟ୍ରଫି ଜିତିନଥିବାରୁ କୌଣସି ଟିମ ଜିତିଲେ ଫଟାଫଟ ଫର୍ମାଟର ନୂଆ ବିଶ୍ବ ଚମ୍ପିଆନ ହେବ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡ୍ୟାରେଲ ମିଚେଲ, କେନ ୱିଲିୟମସନ(କ୍ୟାପଟେନ୍‌), ଟିମ ସୈଫର୍ଟ, ଗ୍ଳେନ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର, ଆଡାମ ମିଲନେ, ଟିମ ସାଉଦୀ, ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ ।

ଅଷ୍ଟ୍ରଲିଆ: ଡେଭିଡ ୱାର୍ଣ୍ଣର, ଆରୋନ ପିଞ୍ଚ୍‌(କ୍ୟାପଟେନ୍‌), ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ଗ୍ଳେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ୍‌(ୱିକେଟ କିପର), ପାକ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 14, 2021, 7:41 PM IST

ABOUT THE AUTHOR

...view details